ତୋ ପ୍ରେମ [To prema] lyrics

  2024-10-06 14:09:12

ତୋ ପ୍ରେମ [To prema] lyrics

ଦେଖି ତୋତେ ହାଏ କାଇଁ, ଏ ମନ ବୁଝେନା

ଦିନ ଆସେ ରାତି ଆସେ, ହେଲେ ସ୍ୱପ୍ନ ସରେନା

ଦେଖି ତୋତେ ହେଁ କାଇଁ, ଏ ମନ ବୁଝେନା

ଦିନ ଆସେ ରାତି ଆସେ, ହେଲେ ସ୍ବପ୍ନ ସରେନା

ହଁ ଏମିତି ତୁ ଚାହିଁଦେଲୁ, ଚାହାଁଣୀରେ ମାରିଦେଲୁ

ତୋ ବିନା ଏ ମନ ଆଉ କିଛି ଚାହେଁନା

ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା

ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା

ଓଃ ଧୀରେ ଧୀରେ ଆସି ଛୁଇଁଗଲୁ ତୁ ମୋତେ, ଅଜାଣତେ

କସ୍ତୁରୀ ପରି ବସେ ତୋ ପ୍ରେମ, ଆସ୍ତେ ଆସ୍ତେ

ପାଗଳ ମୁଁ ହେଇଗଲି, ଦିବାନା ମୁଁ ହେଇଗଲି

ହୋ ଏମିତି ତୁ ଛୁଇଁଦେଲୁ, ସାତରାଙ୍ଗ ଲଗେଇଲୁ

ତୋ ବିନା ଏ ଆଖି ଆଉ କିଛି ଦେଖେନା

ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା

ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା

ଚୁପି ଚୁପି ଆସି କହିଗଲୁ ତୁ ମୋତେ, ସବୁକିଛି

ଇନ୍ଦ୍ରଧନୁ ପରି ପ୍ରେମ ହାଏ ତୋର, ଝଲସୁଛି

ଋତୁ ହେଲେ, ତୁ ଫେରିଲୁ

ପ୍ରେମ ରଙ୍ଗ, ଲଗେଇଲୁ

ହାଁ ଏମିତି ତୁ ରାଗିଗଲୁ, ପ୍ରେମଛିଟା ଛାଟିଦେଲୁ

ତୋ ବିନା ଏ ମନ ଆଉ କିଛି ବୁଝେନା

ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା

ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା

See more
Humane Sagar more
  • country:India
  • Languages:Odia
  • Genre:Pop, Soundtrack
  • Official site:
  • Wiki:https://en.m.wikipedia.org/wiki/Humane_Sagar
Humane Sagar Lyrics more
Humane Sagar Featuring Lyrics more
Excellent recommendation
Popular
Copyright 2023-2024 - www.lyricf.com All Rights Reserved