ଷାଠିଏ ପଉଟି ଭୋଗରୁ ତୁମର [Sathie Pauti Bhogaru Tumara] [Transliteration]

Songs   2024-07-04 13:41:10

ଷାଠିଏ ପଉଟି ଭୋଗରୁ ତୁମର [Sathie Pauti Bhogaru Tumara] [Transliteration]

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

କୁହ ତେବେ କେଉଁ ଅପରାଧେ ମୋତେ,କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

କୁହ ତେବେ କେଉଁ ଅପରାଧେ ମୋତେ

କୁହ ତେବେ କେଉଁ ଅପରାଧେ ମୋତେ, କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

ଭିକାରୀ କରିବା ଯେବେ ତୁମ ଇଛା,ଭିକାରୀ କରିବା ଯେବେ ତୁମ ଇଛା

ନାହିଁ ମୋ ମନରେ ଦୁଃଖ

ସିଂହଦ୍ୱାରେ ବିନା ଆନ ଦୁଆରକୁ,ସିଂହଦ୍ୱାରେ ବିନା ଆନ ଦୁଆରକୁ

ମାଗି ଯିବିନାହିଁ ଭିକ

ଆହେ ଇଛାମୟ , ଇଛାରେ ତୁମରି,ଆହେ ଇଛାମୟ , ଇଛାରେ ତୁମରି

ଦିଅ ମୋର ଥାଳ ଭରି,

କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ

ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ

ମୁଁ କହିବି କାହାକୁ ଆଉ

ଆଉ କାହା ପାଶେ ପାତାଇବି ହାତ, ତୁମେ ପ୍ରଭୁ ଥାଉ ଥାଉ

ଖାଲି ହାତେ ପଛେ ଫେରିଯିବି ପ୍ରଭୁ,ଖାଲି ହାତେ ପଛେ ଫେରିଯିବି ପ୍ରଭୁ

ଏ ବଡ଼ଦାଣ୍ଡେ ଛାଡ଼ି ହୁରି, କଲ ଦାଣ୍ଡର ଭିକାରୀ

ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି

କୁହ ତେବେ କେଉଁ ଅପରାଧେ ମୋତେ

କୁହ ତେବେ କେଉଁ ଅପରାଧେ ମୋତେ, କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ

କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ

See more
Bhikari Charan Bala more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Bhikari_Bal
Bhikari Charan Bala Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved