ପ୍ରିୟା ମୋର ଏ କି କଲ [Priya mora a ki kala] [Transliteration]

Songs   2024-10-04 21:17:23

ପ୍ରିୟା ମୋର ଏ କି କଲ [Priya mora a ki kala] [Transliteration]

ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ

ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ

ମୋତେ ଭୁଲିଯାଅ ବୋଲି ତୁମେ ଆଜି ହସି କହିପାରିଲ

ଭୁଲିବାର ଯଦି ଥିଲା ତୁମ ମନେ, କାହିଁ ଭଲପାଇଲ

ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ

ସ୍ମୃତି ନୁହେଁ ବାଲିଘର, ଭାସିଯିବ ଲହଡ଼ିରେ

ପ୍ରୀତି ନୁହେଁ ପିଳାଖେଳ, ତୁମେ ତାକୁ ଭାଙ୍ଗିଦେଲ

ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ

ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ

ଆଖିରେ ମୋ ଲୁହ ଭରି ଚାଲିଯାଅ ମୋତେ ଭୁଲି

ଲୁହ ମୋର ଝୁରି ଝୁରି ଡାକୁଛନ୍ତି ଆସ ଫେରି

ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ

ମୋତେ ଭୁଲିଯାଅ ବୋଲି ତୁମେ ଆଜି ହସି କହିପାରିଲ

ଭୁଲିବାର ଯଦି ଥିଲା ତୁମ ମନେ, କାହିଁ ଭଲପାଇଲ

ପ୍ରିୟା ମୋର ଏ କି କଲ, ଭଲପାଇ ଭୁଲିଗଲ

See more
Akshaya Mohanty more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Akshaya_Mohanty
Akshaya Mohanty Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved