Chithi mora tiki chadhei [ଚିଠି ମୋର ଟିକି ଚଢ଼େଇ] lyrics

Songs   2024-07-03 12:12:47

Chithi mora tiki chadhei [ଚିଠି ମୋର ଟିକି ଚଢ଼େଇ] lyrics

ଚିଠି ମୋର ଟିକି ଚଢ଼େଇ, ଚିଠି ମୋର ଟିକି ଚଢ଼େଇ

ଫୁର କିଣା ଦେଲି ଉଡ଼େଇ

ସେଇ ଚଢ଼େଇ , କହିବ ଯାଇ, ସେଇ ଚଢ଼େଇ , କହିବ ଯାଇ

ଲେଖିଛି ଯିଏ ଏଇ ଚିଠି ସେ

ସେ, ତୋରି ପାଇଁ, ତୋ ପାଇଁ, ତୋରି ପାଇଁ, ତୋ ପାଇଁ

ସାଗର ସାଗର ସାଗର ବୁକୁରେ, ଲହଡ଼ି ଯେ ଢେଉ ଢେଉକା

ଲହରୀ ଲହରୀ, ଆହରି ବୁକୁରେ, ପାଇଛି ମୁଁ ଶାମୁକା

ଶାମୁକା ମୋର ଅତି ନିଜର, ଜାଣେନା ସେ ତ କାହାର ପାଇଁ

ସେ, ତୋରି ପାଇଁ, ତୋ ପାଇଁ, ତୋରି ପାଇଁ, ତୋ ପାଇଁ

ଚିଠି ମୋର ଟିକି ଚଢ଼େଇ, ଚିଠି ମୋର ଟିକି ଚଢ଼େଇ

ଶାମୁକା ଶାମୁକା, ଶାମୁକା ଓଠରେ ଶିଶିର ହୋଇଛି ସାଇତା

ଜାଣେନା ଜାଣେନା, ଜାଣେନା କେବେ ସେ ଶିଶିର ହେବ ମୁକୁତା

ମୋ ମନର ସେଇ ଶିଶିର ମୁକୁତା ହେଲେ କାହାର ପାଇଁ

ସେ ଆମ ପାଇଁ, ଆମ ପାଇଁ , ଆମ ପାଇଁ , ଆମ ପାଇଁ

ଚିଠି ମୋର ଟିକି ଚଢ଼େଇ, ଚିଠି ମୋର ଟିକି ଚଢ଼େଇ

ଚିଠି ମୋର ଟିକି ଚଢ଼େଇ, ଚିଠି ମୋର ଟିକି ଚଢ଼େଇ

ଫୁର କିଣା ଦେଲି ଉଡ଼େଇ

ସେଇ ଚଢ଼େଇ , କହିବ ଯାଇ, ସେଇ ଚଢ଼େଇ , କହିବ ଯାଇ

ଲେଖିଛି ଯିଏ ଏଇ ଚିଠି ସେ

ସେ, ତୋରି ପାଇଁ, ତୋ ପାଇଁ, ତୋରି ପାଇଁ, ତୋ ପାଇଁ

ସେ, ତୋରି ପାଇଁ, ତୋ ପାଇଁ, ତୋରି ପାଇଁ, ତୋ ପାଇଁ

See more
Akshaya Mohanty more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Akshaya_Mohanty
Akshaya Mohanty Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved