ଏତ କଳିକାଳ ରୀତି [Eta kali kala reeti] lyrics

Songs   2024-07-03 11:26:38

ଏତ କଳିକାଳ ରୀତି [Eta kali kala reeti] lyrics

ଏତ କଳିକାଳ ରୀତି ବିପରୀତ ଭାଇ ରେ

ଏତ କଳିକାଳ ରୀତି ବିପରୀତ ଭାଇ ରେ

ଆଣୁ ରଣ ଚଣ୍ଡୀ ଘରେ , ଆଣୁ ରଣ, ଆଣୁ ରଣ ଚଣ୍ଡୀ ଘରେ ହାତ ଧରି ବାହା ହୋଇ ରେ

ଏତ କଳିକାଳ ରୀତି ବିପରୀତ ଭାଇ ରେ

ଏତ କଳିକାଳ ରୀତି ବିପରୀତ ଭାଇ ରେ

ଶଶୁର ଶାଶୁ ର ସେବା, ସେତ ହେଲା ପାପ ରେ

ଶଶୁର ଶାଶୁ ର ସେବା, ସେତ ହେଲା ପାପ ରେ

ଦେଖି ତୁ ବାବାଜୀ ସାଜି ହରି ନାମ ଜପ ରେ, ହରି ନାମ ଜପ ରେ

ନହେଲେ ତୁ ଠେଙ୍ଗା ଧର, ନହେଲେ ତୁ , ନହେଲେ ତୁ ଠେଙ୍ଗା ଧର ଆଉ ବାଟ ନାହିଁ ନାହିଁ ରେ

ଏତ କଳିକାଳ ରୀତି ବିପରୀତ ଭାଇ ରେ

ଏତ କଳିକାଳ ରୀତି ବିପରୀତ ଭାଇ ରେ

ନିଜ ସୁଖ ପାଇଁ ସେଯେ, ତୁଚ୍ଛା ମିଛ କଥା ରେ

ନିଜ ସୁଖ ପାଇଁ ସେଯେ, ତୁଚ୍ଛା ମିଛ କଥା ରେ

ହାତ ଦେଇ ପାରେ କହି ଜଗନ୍ନାଥ ମଥାରେ, ଜଗନ୍ନାଥ ମଥାରେ

ବୁଲେ ପୁଣି ସଂଗ ସାଜି ,ବୁଲେ ପୁଣି, ବୁଲେ ପୁଣି ସଂଗ ସାଜି ଛାଡି ଘର ସାଇ ସାଇ ରେ

ଏତ କଳିକାଳ ରୀତି ବିପରୀତ ଭାଇ ରେ

ଏତ କଳିକାଳ ରୀତି ବିପରୀତ ଭାଇ ରେ

ଏପରି ଘରଣୀ ଖଣ୍ଡେ, ଘରେ ଥିବା ଯାହାର, ହାଏ ହାଏ

ଏପରି ଘରଣୀ ଖଣ୍ଡେ, ଘରେ ଥିବା ଯାହାର

ତ ଲାଗି ଶାସନ ନୀତି ଦିନ ରାତି ପାହାର, ଦିନ ରାତି ପାହାର

ବୀରବର ଠେଙ୍ଗା ଧର, ବୀରବର, ବୀରବର ଠେଙ୍ଗା ଧର ଆଉ ବାଟ ନାହିଁ ନାହିଁ ରେ

ଏତ କଳିକାଳ ରୀତି ବିପରୀତ ଭାଇ ରେ

ଏତ କଳିକାଳ ରୀତି ବିପରୀତ ଭାଇ ରେ

See more
Akshaya Mohanty more
  • country:India
  • Languages:Odia
  • Genre:
  • Official site:
  • Wiki:https://en.wikipedia.org/wiki/Akshaya_Mohanty
Akshaya Mohanty Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved