ବିଜୟିନୀ [Bijayinee] [Transliteration]

Songs   2024-10-04 19:22:40

ବିଜୟିନୀ [Bijayinee] [Transliteration]

ତୋତେ ଅପେକ୍ଷା କରିଛି ସମୟ, ତୁ ନିଜେ ହିଁ ତୋର ପରିଚୟ

ତୋତେ ଅପେକ୍ଷା କରିଛି ସମୟ, ତୁ ନିଜେ ହିଁ ତୋର ପରିଚୟ

ନାରୀ ଯେତେବେଳେ ନିଜକୁ ଚିହ୍ନିବ, କିଏ ତା ବାଟକୁ ରୋକିପାରିବ

ପାଣିର ଧାରକୁ ରୋକି ହୁଏ ସିନା, ବରଷାକୁ କିଏ ବନ୍ଧ ବାନ୍ଧିବ

ବିଜୟିନୀ, ବିଜୟିନୀ, ବିଜୟିନୀ, ବିଜୟୀ ଭବଃ

ବିଜୟିନୀ, ବିଜୟିନୀ, ବିଜୟିନୀ, ବିଜୟୀ ଭବଃ

ଘରଣୀ ରୂପରେ ସୀତା ମାତା ତୁ ଯେ, ଜନନୀ ରୂପରେ ଲକ୍ଷ୍ମୀ ମାତା

ଅଧିକାର ତୋର କଲେ କେ ହରଣ, କାଣୀ ତୁ କାଟି ଦେ ରାକ୍ଷସ ମଥା

ଓଢ଼ଣାକୁ ତୋର ପତାକା କରିଦେ, ଆକାଶ ଛାତି ବି ଥରି ଉଠିବ

ବିଜୟିନୀ, ବିଜୟିନୀ, ବିଜୟିନୀ, ବିଜୟୀ ଭବଃ

ବିଜୟିନୀ, ବିଜୟିନୀ, ବିଜୟିନୀ, ବିଜୟୀ ଭବଃ

ଆଉ କେ ନଦେଉ ତୋତେ ନିର୍ବାସନ, ଆଉ ହେବନାହିଁ ବସ୍ତ୍ରହରଣ

ଛୁଇଁବ ଯଦି କେ, ତାର କତେ ହବ ଆଗାମୀ କାଲିର ବେଣିବନ୍ଧନ

ଲୁହକୁ କରିଦେ କଲମର କାଳି, ନୂଆ ଇତିହାସ ରଚନା ହେବ

ବିଜୟିନୀ, ବିଜୟିନୀ, ବିଜୟିନୀ, ବିଜୟୀ ଭବଃ

ବିଜୟିନୀ, ବିଜୟିନୀ, ବିଜୟିନୀ, ବିଜୟୀ ଭବଃ

ବିଜୟିନୀ, ବିଜୟିନୀ, ବିଜୟିନୀ, ବିଜୟୀ ଭବଃ

ବିଜୟିନୀ, ବିଜୟିନୀ, ବିଜୟିନୀ, ବିଜୟୀ ଭବଃ

See more
Humane Sagar more
  • country:India
  • Languages:Odia
  • Genre:Pop, Soundtrack
  • Official site:
  • Wiki:https://en.m.wikipedia.org/wiki/Humane_Sagar
Humane Sagar Lyrics more
Humane Sagar Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved