ବଉଦ ଫେରି ଯାଏ [Bauda Pheri Jae] [Transliteration]

Songs   2024-10-04 23:25:21

ବଉଦ ଫେରି ଯାଏ [Bauda Pheri Jae] [Transliteration]

ବଉଦ ଫେରି ଯାଏ, ଶ୍ରାବଣ ସରିଗଲେ

ବଉଳ ଝରି ଯାଏ, ଫଗୁଣ ସରିଗଲେ

ସାଥିରେ, ସାଥିରେ, ଶୁଣିଯା ସାଥିରେ

ସାଥିରେ, ସାଥିରେ, ଶୁଣିଯା ସାଥିରେ

ସରିବନି ଏଇ ଆମ ପ୍ରେମ, ପ୍ରେମ, ପ୍ରେମ

ତୋ ପାଇଁ ନେବି ମୁଁ ଶହେ ଜନମ , ତୋ ପାଇଁ ନେବି ମୁଁ ଶହେ ଜନମ

ପାହାଡ଼ ଯୋଉଠି ଥାଏ , ସେଇଠି ଝରଣା

ତୋ ମନର ମୋ ମନର ଗୋଟିଏ ଠିକଣା

ଠିକଣା ନଥିଲେ ପାଦ ହୁଏ ବାଟବଣା

ପକ୍ଷୀ କି ପାରିବ ଉଡ଼ି , ନଥିଲେ ତା ଡେଣା

ପକ୍ଷୀ ତ ଉଡ଼ି ଯାଏ , ଗଛଟି ମରିଗଲେ

ଝରଣା ଝୁରି ହୁଏ ନଈଟି ମରିଗଲେ

ସାଥିରେ, ସାଥିରେ, ଶୁଣିଯା ସାଥିରେ

ସାଥିରେ, ସାଥିରେ, ଶୁଣିଯା ସାଥିରେ

ସରିବନି ଏଇ ଆମ ପ୍ରେମ, ପ୍ରେମ, ପ୍ରେମ ,ପ୍ରେମ

ତୋ ପାଇଁ ନେବି ମୁଁ ଶହେ ଜନମ , ତୋ ପାଇଁ ନେବି ମୁଁ ଶହେ ଜନମ

See more
Ira Mohanty more
  • country:India
  • Languages:Odia
  • Genre:
  • Official site:
  • Wiki:
Ira Mohanty Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved