ମୋ ଦେହରେ ଓଢ଼ଣୀ ପଡ଼ିଛି [Mo dehare odhani padichi] [Transliteration]

Songs   2024-10-04 23:19:44

ମୋ ଦେହରେ ଓଢ଼ଣୀ ପଡ଼ିଛି [Mo dehare odhani padichi] [Transliteration]

ମୋ ଦେହରେ ଓଢ଼ଣୀ ପଡ଼ିଛି, ନୂଆ ନୂଆ, ନୂଆ ନୂଆ

ମୋ ଦେହରେ ଓଢ଼ଣୀ ପଡ଼ିଛି, ନୂଆ ନୂଆ, ନୂଆ ନୂଆ

ଆଖି ମୋର କଥା କୁହେ ନୂଆ ନୂଆ

ଓଠ ମୋର ଲାଜ କରେ ନୂଆ ନୂଆ

ଆଖି ମୋର କଥା କୁହେ ନୂଆ ନୂଆ

ଓଠ ମୋର ଲାଜ କରେ ନୂଆ ନୂଆ

ଆଇନାରେ ମୋ ଚେହେରା ଲାଗେ ଆଜି ମୋତେ କିଆଁ

ନୂଆ ନୂଆ, ନୂଆ ନୂଆ

ମୋ ଦେହରେ ଓଢ଼ଣୀ ପଡ଼ିଛି, ନୂଆ ନୂଆ, ନୂଆ ନୂଆ

ବୟସର ବଗିଚାରେ ଫୁଲଟେ ମୁଁ, ନୂଆ ନୂଆ

ସପନର ସରଗରେ ପରୀଟେ ମୁଁ ନୂଆ ନୂଆ

ସାଗରରେ ଶେଜ ପରି ଶାମୁକା ମୁଁ ନୂଆ ନୂଆ

ଆକାଶର ବଉଦରେ ବିଜୁଳି ମୁଁ ନୂଆ ନୂଆ

ଆଖି ମୋର କଥା କୁହେ ନୂଆ ନୂଆ

ଓଠ ମୋର ଲାଜ କରେ ନୂଆ ନୂଆ

ଆଖି ମୋର କଥା କୁହେ ନୂଆ ନୂଆ

ଓଠ ମୋର ଲାଜ କରେ ନୂଆ ନୂଆ

ଶ୍ରାବଣର ବର୍ଷରାତି ମୋତେ ଆଜି ଲାଗେ କିଆଁ

ନୂଆ ନୂଆ, ନୂଆ ନୂଆ

ମୋ ଦେହରେ ଓଢ଼ଣୀ ପଡ଼ିଛି, ନୂଆ ନୂଆ, ନୂଆ ନୂଆ

ଯୌବନ ଚୌଘରେ ଦୀପଟେ ମୁଁ ନୂଆ ନୂଆ

ସରସୀର ନୀଳଜଳେ କଇଁଟେ ମୁଁ ନୂଆ ନୂଆ

ପାହାଡର ପାଦତଳେ ନଈଟେ ମୁଁ ନୂଆ ନୂଆ

ତରୁଲତା ଗହଳରେ ପକ୍ଷୀଟେ ମୁଁ ନୂଆ ନୂଆ

ଆଖି ମୋର କଥା କହେ ନୂଆ ନୂଆ

ଓଠ ମୋର ଲାଜ କରେ ନୂଆ ନୂଆ

ଆଖି ମୋର କଥା କହେ ନୂଆ ନୂଆ

ଓଠ ମୋର ଲାଜ କରେ ନୂଆ ନୂଆ

ଫଗୁଣର ପ୍ରଜାପତି ଲାଗେ ଆଜି ମୋତେ କିଆଁ

ନୂଆ ନୂଆ, ନୂଆ ନୂଆ

See more
Ira Mohanty more
  • country:India
  • Languages:Odia
  • Genre:
  • Official site:
  • Wiki:
Ira Mohanty Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved