ଅନାମିକା [Anamika] lyrics

Songs   2024-10-05 19:24:58

ଅନାମିକା [Anamika] lyrics

ଚେହେରା ପୁରା ସିମ୍ପଲ ଆଉ ହସରୁ ଝରୁଛି ମହୁ

କୋଉ ରାଇଜର ରାଜଜେମା ଲୋ, କଥା ତୋ କୋଇଲି କୁହୁ

ଚେହେରା ପୁରା ସିମ୍ପଲ ଆଉ ହସରୁ ଝରୁଛି ମହୁ

କୋଉ ରାଇଜର ରାଜଜେମା ଲୋ, କଥା ତୋ କୋଇଲି କୁହୁ

ତୋ ଆଖିର କଜଳ କଲାଣି ପାଗଳ, ରହିପାରୁନି ମୁଁ ଏକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ମୁଁ ସିଧାସାଧା ପିଲା ଥିଲି, ତୋ ପ୍ରେମରେ ଆବାରା ହେଲି

ତୁ କି ଯାଦୁ କଲୁ ଲୋ ଗୋରୀ, ତୋ ପଛେ ପଛେ ପଡ଼ି ମଲି

ମୁଁ ସିଧାସାଧା ପିଲା ଥିଲି, ତୋ ପ୍ରେମରେ ଆବାରା ହେଲି

ତୁ କି ଯାଦୁ କଲୁ ଲୋ ଗୋରୀ, ତୋ ପଛେ ପଛେ ପଡ଼ି ମଲି

ତୋ ଷ୍ଟାଇଲ ଜବର, ସ୍ମାଇଲ କିଲର

ଝିଅଟେ ତୁ ପୁରା ଚୋଖା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ତୋର ମିଠାମିଠା ସେଇ ହସ, ଲାଗେ ଯେମିତି ମହୁଲି ରସ

ଦୁଷ୍ଟାମୀ କରେ ଏ ମନ ପାଇ ତୋ ପ୍ରେମ ପରସ

ତୋର ମିଠାମିଠା ସେଇ ହସ, ଲାଗେ ଯେମିତି ମହୁଲି ରସ

ଦୁଷ୍ଟାମୀ କରେ ଏ ମନ ପାଇ ତୋ ପ୍ରେମ ପରସ

ହଁ ତୁ ସେଇ ରୂପସୀ ମନେ ମନେ ଖୋଜୁଛି

ତୋ ବିନା ସବୁ ଲାଗେ ଫିକା ଫିକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

ଅନାମିକା, ଅନାମିକା, କହ ଦବୁ ଲୋ ତୁ ଦେଖା

କାହିଁ ଖାଉଛୁ ଏତେ ଭାଉ, ତୁ ବନିଯା ମୋ ପ୍ରେମିକା

See more
Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved