କେବେ ଆସି ତୁ [Kebe āsi tu]

Songs   2024-07-07 17:41:19

କେବେ ଆସି ତୁ [Kebe āsi tu]

କେବେ ଆସି ତୁ କହିଦେବୁ ମୋତେ ଭଲପାଉ

ଖୁସିରେ ମୁଁ ଦେଖୁଥିବି ତୋତେ ତୁ ସିଏ ନା କିଏ ଆଉ

କେବେ ଆସି ତୁ କହିଦେବୁ ମୋତେ ଭଲପାଉ

ଖୁସିରେ ମୁଁ ଦେଖୁଥିବି ତୋତେ ତୁ ସିଏ ନା କିଏ ଆଉ

ସେହି ମୁହୂର୍ତ୍ତଟା ମୋର, ସାଙ୍ଗେ ଥିବ ସ୍ମୃତି ତୋତେ

ବାସ ଏତିକି ମୁଁ ଚାହେଁ ପ୍ରେମରେ

ଏହି ଜୀବନଟା ମୋର, ଥାଉ ସାଙ୍ଗେ ଖାଲି ତୋର

ସବୁଦିନ ପାଇଁ ତୋ ସାଥିରେ

ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ, ତୋତେ ରେ

ବୁଝିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ, ତୋତେ ରେ

ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ, ତୋତେ ରେ

ବୁଝିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ, ତୋତେ ରେ

କେବେ ଆସି ତୁ କହିଦେବୁ ମୋଟ ଭଲପାଉ

ଥିବା ଦୁହେଁ ଆମେ ପାଖାପାଖି ହାତ ଧରି ଦୁହିଁଙ୍କର

ହସୁଥିବ ଦେଖି ଆମ ଆଖି, ଥିବ ସାକ୍ଷୀ ସେ ପ୍ରେମର

ଥିବା ଦୁହେଁ ଆମେ ପାଖାପାଖି ହାତ ଧରି ଦୁହିଁଙ୍କର

ହସୁଥିବ ଦେଖି ଆମ ଆଖି, ଥିବ ସାକ୍ଷୀ ସେ ପ୍ରେମର

ଅଜଣା ସେ ବାଟରେ କେବେ ତୁ ଆସୁ ରେ

ତୋ ସ୍ମୃତି ଚିହ୍ନ ନେଇ

ପାଏ କେତେ ଭଲ ରେ , ପାରେନାହିଁ କହି ରେ

ଜାଣେ ଯାହା ମନ ଖାଲି

ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ, ତୋତେ ରେ

ବୁଝିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ, ତୋତେ ରେ

ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ, ତୋତେ ରେ

ବୁଝିବାକୁ ଚାହେଁ, ମୁଁ ଚାହେଁ

ମୋରି ବାଟରେ ମୋରି ସାଥିରେ ସବୁବେଳେ ଚାହେଁ ତୋତେ ମୁଁ ସାଙ୍ଗରେ

ମୋରି ପ୍ରେମର ଅଭୁଲା ସ୍ମୃତିରେ ଥା ସବୁବେଳେ ମୋରି ପାଖରେ

ଭଲ ଲାଗେ କାହିଁ ତୋତେ ଦେଖିବାକୁ

ଭଲ ଲାଗେ କାହିଁ ତୋତେ ଭାବିବାକୁ

ଏତିକି ବୁଝିଛି ସବୁ ପ୍ରେମ ଖାଲି ତୋ ପାଇଁ

କେବେ ଆସି ତୁ କହିଦେବୁ ମୋତେ ଭଲପାଉ

See more
Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved