ଅଧା କଷା ଅଙ୍କ [Adha kasa anka] lyrics

Songs   2024-10-05 19:36:38

ଅଧା କଷା ଅଙ୍କ [Adha kasa anka] lyrics

ଅଧା କଷା ଅଙ୍କଟେ ତୁ ଥିଲୁ

ମୋ ସ୍ୱପ୍ନର କଳାପଟାରେ

କେମିତି ଆପେ ତୁ ଲିଭିଗଲୁ

ଛାତିରେ ସମ୍ପର୍କର ସ୍ପନ୍ଦନଟେ ଥିଲୁ

କେମିତି ତୁ ଆପେ ଥମିଗଲୂ

ବସନ୍ତେ କି ପାଖାପାଖି ପୁଣି ଥରେ

ମାପନ୍ତୁ ମୋ ପ୍ରେମକୁ ତୁ ଲୁହ ସାଙ୍ଗରେ

ରାତିର ଅନ୍ଧାର ନୀରବତା ଭିତରେ

ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ରାତିର ଅନ୍ଧାର ନୀରବତା ଭିତରେ

ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ରାତିର ଅନ୍ଧାର ନୀରବତା ଭିତରେ

ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ଦି ଆଖିର ଲୁହ ମୋର

ଖେଳନ୍ତି ରେ ବାଜି ଖେଳ

କିଏ ସେ ଝୁରୁଛି ବେଶୀ

ଖୁସିର ଖୋଳପା ତଳେ

କୋହ ମୋର ମୋତେ ଜାଳେ

ପାରନ୍ତି କି ସତରେ ହସି

ବୁଜିବାକୁ ଆଖି ଭାରି ଡ଼ର ଲାଗେ ରେ

ଲୁହ କହେ ରହିଯା ତୁ ଆଉ ପାରୁନି ରେ

ରାତିର ଅନ୍ଧାର ନୀରବତା ଭିତରେ

ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ରାତିର ଅନ୍ଧାର ନୀରବତା ଭିତରେ

ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ରାତିର ଅନ୍ଧାର ନୀରବତା ଭିତରେ

ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ଶୀତଳ ହାତରେ ମୋର

ଉଷୁମ ବରଷା ତୋର

ସତ ନା ସ୍ଵପ୍ନ ପାହାନ୍ତି ର

ଆପଣା ସହରେ ମୋତେ

ପରଦେଶୀ ସଜେଇଲୁ

ସବୁ ଥାଇ ହେଲି ଯାଯାବର

ଚାହିଁବିନି କେବେ ପୁଣି ଥରେ

କହିଦିଏ ସିନା ହେଲେ ପୁଣି ଝୁରେ

ରାତିର ଅନ୍ଧାର ନୀରବତା ଭିତରେ

ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ରାତିର ଅନ୍ଧାର ନୀରବତା ଭିତରେ

ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

ରାତିର ଅନ୍ଧାର ନୀରବତା ଭିତରେ

ଖୋଜୁଛି ତୋତେ ମୁଁ ତୋର ପୁରୁଣା ସହରେ

See more
Kuldeep Pattanayak more
  • country:India
  • Languages:Odia
  • Genre:
  • Official site:
  • Wiki:
Kuldeep Pattanayak Lyrics more
Kuldeep Pattanayak Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved