ଶର୍ମିଲୀ [Sharmili] [Transliteration]

Songs   2024-10-04 19:25:33

ଶର୍ମିଲୀ [Sharmili] [Transliteration]

ମୋ ପାଇଁ ଏ ପ୍ରେମ ତୋର, ଦାମୀ ଗୋଟେ ଉପହାର

ମୋ ପାଇଁ ଏ ପ୍ରେମ ତୋର, ଦାମୀ ଗୋଟେ ଉପହାର

ତୋ ପାଇଁ ମନରେ, ଖୁସିର ଲହରୀ

ସପନ ନଈରେ, ଯାଏଁ ମୁଁ ପହଁରି

ତୋତେ ପାଇ ସବୁ ଭୁଲିଯାଏ ମୁଁ ଆଜିକାଲି

ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି

ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି

କହିଦେ ହେଲୁ ତୁ ଭଲ କାଇଁ ଏତେ , ମନରେ ଲୁଚେଇ ରଖିଦେଲି ତୋତେ

କହିଦେ ହେଲୁ ତୁ ଭଲ କାଇଁ ଏତେ , ମନରେ ଲୁଚେଇ ରଖିଦେଲି ତୋତେ

ମେଘକୁ କହିଛି, ବରଷିବୁ କାଲି , ତୋ ସାଥିରେ ଟିକେ ଭିଜିବି ମୁଁ ବୋଲି

ଭିଜିବୁ କି ନା କହିଦେ ତୁ ଓଠ ଖୋଲି

ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି

ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି

ଯେବେଠୁଁ ତୋ ପାଖେ ଅଟକିଛି ପାଦ, ସବୁଠିଁ ଶୁଭୁଛି ତୋ ନାଁ ଶବଦ

ଯେବେଠୁଁ ତୋ ପାଖେ ଅଟକିଛି ପାଦ, ସବୁଠିଁ ଶୁଭୁଛି ତୋ ନାଁ ଶବଦ

ତୋତେ ମୁଁ କାହିଁକି ହୁଏ ଏତେ ଖୋଜି, ଜାଣିଛୁ ଯଦି ତୁ କହିଦେ ରେ ଆଜି

ଲାଗୁଛି ତୋ ପାଇଁ ଜିଇଁବାର ରାହା ପାଇଗଲି

ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି

ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି

See more
Humane Sagar more
  • country:India
  • Languages:Odia
  • Genre:Pop, Soundtrack
  • Official site:
  • Wiki:https://en.m.wikipedia.org/wiki/Humane_Sagar
Humane Sagar Lyrics more
Humane Sagar Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved