ଜୀବନଟା ଯଦି ହୁଏ ଗୀତ [Jibanata Jadi Hue Gita] lyrics

Songs   2024-09-28 17:43:43

ଜୀବନଟା ଯଦି ହୁଏ ଗୀତ [Jibanata Jadi Hue Gita] lyrics

ଜୀବନଟା ଯଦି ହୁଏ ଗୀତ, ଆ ଆମେ ଗାଇଯିବା ମିତ

ଜୀବନଟା ଯଦି ହୁଏ ଗୀତ, ଆ ଆମେ ଗାଇଯିବା ମିତ

ଜୀବନଟା ଯଦି ଏକ ବାଟ

ସାଥି ହୋଇ ଚାଲୁଥିବା ମିତ, ସାଥି ହୋଇ ଚାଲୁଥିବା ମିତ

ଜୀବନଟା ଯଦି ହୁଏ ଗୀତ, ଆ ଆମେ ଗାଇଯିବା ମିତ

ଜୀବନଟା ଯଦି ହୁଏ ଗୀତ, ଆ ଆମେ ଗାଇଯିବା ମିତ

ଜୀବନଟା ଯଦି ଏକ ବାଟ

ସାଥି ହୋଇ ଚାଲୁଥିବା ମିତ, ସାଥି ହୋଇ ଚାଲୁଥିବା ମିତ

ବାଟୋଇର ମନ ନେଇ ଆମେ ଚାଲୁଥିବା

ଦୁଖ ଦବ ଯେଉଁ କଥା ତାକୁ ଭୁଲିଯିବା

ବାଟୋଇର ମନ ନେଇ ଆମେ ଚାଲୁଥିବା

ଦୁଖ ଦବ ଯେଉଁ କଥା ତାକୁ ଭୁଲିଯିବା

ଜୀବନଟା ଯଦି ଏକ ଦୀପ, ଝରିବା ଆଲୋକ ହୋଇ ମିତ

ଜୀବନଟା ଯଦି ଏକ ଦୀପ, ଝରିବା ଆଲୋକ ହୋଇ ମିତ

ଜୀବନଟା ଯଦି ଏକ ରଙ୍ଗ

ମନକୁ ରଙ୍ଗେଈ ଦବା ମିତ, ମନକୁ ରଙ୍ଗେଈ ଦବା ମିତ

ହସ ଲୁହ ଯୋଡ଼େ ଫୁଲ, ମନ ବଗିଚାରେ

ବରଷକୁ ବାର ମାସ ଫୁଲେ ଆଉ ଝୁରେ

ହସ ଲୁହ ଯୋଡ଼େ ଫୁଲ, ମନ ବଗିଚାରେ

ବରଷକୁ ବାର ମାସ ଫୁଲେ ଆଉ ଝୁରେ

ଜୀବନଟା ଯଦି ଫୁଲ ହାତ, ମହକରେ ଭିଜିଯିବା ମିତ

ଜୀବନଟା ଯଦି ଫୁଲ ହାତ, ମହକରେ ଭିଜିଯିବା ମିତ

ଜୀବନଟା ଯଦି ଗୋଟେ ଗପ

କହୁଥିବା ଶୁଣୁଥିବା ମିତ, କହୁଥିବା ଶୁଣୁଥିବା ମିତ

See more
Kumar Sanu more
  • country:India
  • Languages:Hindi, Odia, Punjabi
  • Genre:
  • Official site:
  • Wiki:http://en.wikipedia.org/wiki/Kumar_Sanu
Kumar Sanu Lyrics more
Kumar Sanu Featuring Lyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved