Calma [Odia translation]

Songs   2024-10-05 10:45:26

Calma [Odia translation]

ଚାରୋଟି ଆଲିଙ୍ଗନ ଓ ଗୋଟେ କଫି

ମୁଁ ଅତିକଷ୍ଟରେ ଉଠିଲି

ତମକୁ ଦେଖିଲା ପରେ ମନେ ପଡିଲା

କି ମୁଁ ସବୁକିଛି ପଇସାରିଛି

ତମ ହାତ ମୋ ହାତରେ

ସବୁଠାରୁ ଖସି ପଳାଇଯିବା

ସାଙ୍ଗ ହେଇ, ସୂର୍ଯ୍ୟାସ୍ତ ଦେଖିବା ପାଇଁ

ଚାଲ ସମୁଦ୍ରକୂଳକୁ ଜୀବ

ଆତ୍ମାକୁ ଉପସମ ଦେବା ପାଇଁ

ମୋବାଇଲ ସବୁ ଛାଡ

କାମ ସବୁ ଛାଡ

ସମଗ୍ର କ୍ୟାରିବିଆନ ସାଗର

ତମ ଅଣ୍ଟା ଦେଖୁଛି

ତମ ନିଜ ସାଙ୍ଗେ ଖେଳୁଛ

ତମେ ଅଳିଆ ଲୋକ ଟେ

ଆଉ ଏଇଟା ହିଁ ମୋତେ ପସନ୍ଦ ଆସେ

ଧୀରେ ଓ ଆନନନ୍ଦରେ, ମୁହଁ ପବନ ଆଡ଼କୁ

ଧୀରେ ଓ ଆନନନ୍ଦରେ, ମୁହଁ ପବନ ଆଡ଼କୁ

ବାଲିକୁ ନିଜ ଗୋଡ଼ରେ ଅନୁଭବ କରିବା ପାଇଁ

ସୂର୍ଯ୍ୟ ଦ୍ଵାରା ନିଜ ଚର୍ମ ରଙ୍ଗେଇବା ପାଇଁ

ପିଲାଙ୍କ ପରି ଖେଳିବା ପାଇଁ, ସ୍ନେହ କରିବା ପାଇଁ

ଯେବେ ମୁଁ ତମକୁ ପ୍ରଥମେ ଦେଖିଥିଲି

ତେବେ ମୁଁ ଜାଣିଯାଇଥିଲି ଯେ ତମେ ମୁଁ ତମ ଅଧୀନରେ ହେବି

ଯେବେ ପରସ୍ପରକୁ ଛୁଇଁଲେ

ତମ ହାତ ଓ ମୋ ହାତ

ସବୁଠାରୁ ଖସି ପଳାଇଯିବା

ସାଙ୍ଗ ହେଇ, ସୂର୍ଯ୍ୟାସ୍ତ ଦେଖିବା ପାଇଁ

ଚାଲ ସମୁଦ୍ରକୂଳକୁ ଜୀବ

ଆତ୍ମାକୁ ଉପସମ ଦେବା ପାଇଁ

ମୋବାଇଲ ସବୁ ଛାଡ

କାମ ସବୁ ଛାଡ

ସମଗ୍ର କ୍ୟାରିବିଆନ ସାଗର

ତମ ଅଣ୍ଟା ଦେଖୁଛି

ତମ ନିଜ ସାଙ୍ଗେ ଖେଳୁଛ

ତମେ ଅଳିଆ ଲୋକ ଟେ

ଚାଲ ସମୁଦ୍ରକୂଳକୁ ଜୀବ

ଆତ୍ମାକୁ ଉପସମ ଦେବା ପାଇଁ

ମୋବାଇଲ ସବୁ ଛାଡ

କାମ ସବୁ ଛାଡ

ସମଗ୍ର କ୍ୟାରିବିଆନ ସାଗର

ତମ ଅଣ୍ଟା ଦେଖୁଛି

ତମ ନିଜ ସାଙ୍ଗେ ଖେଳୁଛ

ତମେ ଅଳିଆ ଲୋକ ଟେ

ଆଉ ଏଇଟା ହିଁ ମୋତେ ପସନ୍ଦ ଆସେ

ଧୀରେ ଓ ଆନନନ୍ଦରେ, ମୁହଁ ପବନ ଆଡ଼କୁ

ଧୀରେ ଓ ଆନନନ୍ଦରେ, ମୁହଁ ପବନ ଆଡ଼କୁ

ଶାନ୍ତ, ହେଇଯା, ଜୀବନ, ଶାନ୍ତ ହେଇଯା

କାରଣ ଯେବେ ଆମେ ସାଥେ ଚାଲୁଛୁ ତେବେ କୌଣସି ଜିନିଷ ଊଣା ନାହିଁ

ଶାନ୍ତ, ହେଇଯା, ଜୀବନ, ଶାନ୍ତ ହେଇଯା

କାରଣ ଯେବେ ଆମେ ସାଥେ ନାଚୁଛୁ ତେବେ କୌଣସି ଜିନିଷ ଊଣା ନାହିଁ

ଶାନ୍ତ, ହେଇଯା, ଜୀବନ, ଶାନ୍ତ ହେଇଯା

କାରଣ ଯେବେ ଆମେ ସାଥେ ଚାଲୁଛୁ ତେବେ କୌଣସି ଜିନିଷ ଊଣା ନାହିଁ

ଶାନ୍ତ, ହେଇଯା, ଜୀବନ, ଶାନ୍ତ ହେଇଯା

କାରଣ ଯେବେ ଆମେ ସାଥେ ନାଚୁଛୁ ତେବେ କୌଣସି ଜିନିଷ ଊଣା ନାହିଁ

See more
Pedro Capó more
  • country:Puerto Rico
  • Languages:Spanish, English
  • Genre:Latino
  • Official site:https://www.pedrocapomusica.com/
  • Wiki:https://en.wikipedia.org/wiki/Pedro_Capó
Pedro Capó Lyrics more
Pedro Capó Featuring Lyrics more
Pedro Capó Also Performed Pyrics more
Excellent Songs recommendation
Popular Songs
Copyright 2023-2024 - www.lyricf.com All Rights Reserved